Wear a Helmet
Wearing an ISI‑approved full‑face or well‑fitting cycle helmet protects your head in case of a fall or collision. It absorbs the shock and prevents major injuries. A helmet is the simplest and strongest shield a cyclist can use.
Use Reflective Clothing
Bright and reflective clothes make you visible to drivers, especially at night or in foggy weather. Visibility reduces the chance of accidents. A simple reflective vest can save your life.
Follow Lane Discipline
Always ride on the left side of the road and stay within the cycling lane if available. Sudden lane changes confuse drivers and increase accident risk. Smooth, predictable riding keeps everyone safe.
Check Your Cycle Regularly
Ensure your brakes, tires, chain, and lights work properly before every ride. A poorly maintained cycle can fail suddenly and cause accidents. Regular checks keep your ride safe and smooth.
Avoid Using Phones While Riding
Using a mobile phone while cycling distracts the mind and eyes. Distraction reduces reaction time and increases the chances of hitting obstacles. Stop and park if you need to take a call.
 
- READ IN ODIA -
ISI ହେଲମେଟ ପିନ୍ଧନ୍ତୁ

ISI-ଅନୁମୋଦିତ ଫୁଲ୍-ଫେସ୍ କିମ୍ବା ଭଲ ଭାବରେ ଖାପ ଖାଉଥିବା ସାଇକେଲ୍ ହେଲମେଟ୍ ପିନ୍ଧିବା ଦ୍ୱାରା ପଡ଼ିଯିବା କିମ୍ବା ଧକ୍କା ହେବା ସମୟରେ ଆପଣଙ୍କ ମୁଣ୍ଡ ସୁରକ୍ଷିତ ରହିଥାଏ। ଏହା ଗୁରୁତର ଆଘାତରୁ ରକ୍ଷା କରେ। ଜଣେ ସାଇକେଲ୍ ଚାଳକ ପାଇଁ ହେଲମେଟ୍ ସବୁଠାରୁ ସରଳ ଏବଂ ଶକ୍ତିଶାଳୀ ସୁରକ୍ଷା ଢାଲ।

ଟ୍ରାଫିକ୍ ବିପରୀତ ଦିଗରେ ଚାଲନ୍ତୁ ନାହିଁ

ବିପରୀତ ଦିଗରେ ଚାଲିବା ଦୁର୍ଘଟଣାର ଆଶଙ୍କା ବଢ଼ାଏ। ସବୁବେଳେ ଟ୍ରାଫିକ୍ ଯେଉଁ ଦିଗକୁ ଚାଲୁଛି, ସେହି ଦିଗରେ ସାଇକେଲ୍ ଚାଲନ୍ତୁ।

ହାତ ସଙ୍କେତ (ହ୍ୟାଣ୍ଡ ସିଗ୍ନାଲ୍) ଦିଅନ୍ତୁ
ରାସ୍ତା ପାର୍ ହେବା ବେଳେ କିମ୍ବା ଘୁରିବା ସମୟରେ ହାତର ସଙ୍କେତ ବ୍ୟବହାର କରନ୍ତୁ। ଚାଲିବା ପୂର୍ବରୁ ରାସ୍ତା ଖାଲି ଅଛି କି ନାହିଁ ଭଲଭାବରେ ଦେଖନ୍ତୁ।

ଲେନ୍ ଛାଡ଼ନ୍ତୁ ନାହିଁ
ଅଚାନକ ଭାବେ ଲେନ୍ ବଦଳାଇବା ଦୁର୍ଘଟଣାର କାରଣ ହୋଇପାରେ। ନିଜ ଲେନ୍‌ରେ ସ୍ଥିର ଭାବରେ ଚାଲନ୍ତୁ।

ମୋବାଇଲ୍ ବ୍ୟବହାର କରି ଚାଲନ୍ତୁ ନାହିଁ
ସାଇକେଲ୍ ଚଳାଉଥିବା ସମୟରେ ମୋବାଇଲ୍ ବ୍ୟବହାର ଧ୍ୟାନ ଭଙ୍ଗ କରେ ଏବଂ ଜୀବନ ଝୁମ୍ପରେ ପକାଏ।